25.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଦିଲ୍ଲୀର ଏମ୍ସରେ ଅଗ୍ନିକାଣ୍ଡ

ଦିଲ୍ଲୀର ଏମ୍ସରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ଏମ୍ସ ଟ୍ରମା ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି। ଘନ ଧୂଆଁ ସମଗ୍ର ଅଞ୍ଚଳକୁ ଘେରି ରହିଥିବାରୁ ଆଠଟି ଦମକଳ ଗାଡ଼ି ସେଠାରେ ପହଞ୍ଚିଛି। ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଏକ ଟ୍ରାନ୍ସଫର୍ମରରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ମିଳିଥିବା ଦୃଶ୍ୟରେ ଅଞ୍ଚଳ ଉପରେ ଘନ ଧୂଆଁର ଆବରଣ ଦେଖାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking