18.1 C
Bhubaneswar
Sunday, February 8, 2026
Homeଓଡିଶା୧୮ହଜାର ଡେଟୋନେଟର ଜବତ

୧୮ହଜାର ଡେଟୋନେଟର ଜବତ

ସୁନ୍ଦରଗଡ: ୧୮ହଜାର ଡେଟୋନେଟର ଜବତ ହୋଇଛି । ସୁନ୍ଦରଗଡ କୋଇଡା ଟଣ୍ଟୋ ଥାନା ହୁସିପି ଗାଁ ନିକଟରେ ୧୮ହଜାର ଡେଟୋନେଟର ଜବତ କରିଛନ୍ତି ସୁରକ୍ଷାବାହିନୀ । ଝାଡଖଣ୍ଡ ଜାଗୁଆର୍‍ ଓ ସିଆରପିଏଫ୍‍ ୬୦ବାଟାଲିୟନର ମିଳିତ ଅପରେସନ ବେଳେ ସୁରକ୍ଷାବାହିନୀଙ୍କୁ ମିଳିଛି ଏହି ବଡ ସଫଳତା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking