24.1 C
Bhubaneswar
Sunday, December 7, 2025
Homeଓଡିଶାବିଏମସି ଘଟଣା: ରାଜରାସ୍ତାକୁ ଓହ୍ଲାଇଲେ ବାମପନ୍ଥୀ ଦଳ

ବିଏମସି ଘଟଣା: ରାଜରାସ୍ତାକୁ ଓହ୍ଲାଇଲେ ବାମପନ୍ଥୀ ଦଳ

ଭୁବନେଶ୍ୱର: ବିଏମସି ଅତିରିକ୍ତ କମିଶନର ରତ୍ନାକର  ସାହୁଙ୍କୁ ମାଡ ମାରିବା ଘଟଣା ନେଇ ବିଭିନ୍ନ ସ୍ଥାନରେ  ବଢୁଛି ବିରୋଧ । ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ଖୁବଶୀଘ୍ର ଗିରଫ କରିବାକୁ ଦାବି ହୋଇଛି । ଏହି ଦାବିରେ  ରାଜରାସ୍ତାକୁ ଓହ୍ଲାଇଛି ବାମପନ୍ଥୀ ଦଳ । ଏଭଳି ଘଟମାକୁ ନିନ୍ଦା କରିବା ସହିତ ଖୁବଶୀଘ୍ର  କାଯ୍ୟାନୁଷ୍ଠାନ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking