18.1 C
Bhubaneswar
Saturday, December 6, 2025
Homeଓଡିଶାଆହୁରି ରାଜ୍ୟରେ ୩ ଦିନ ବର୍ଷା !

ଆହୁରି ରାଜ୍ୟରେ ୩ ଦିନ ବର୍ଷା !

ଭୁବନେଶ୍ୱର: ରାଜ୍ୟରେ ଆହୁରି ୩ ଦିନ ଛେଚିବ ବର୍ଷା । ପଶ୍ଚିମବଙ୍ଗ ପାଖାପାଖି ଥିବା   ଲଘୁଚାପ କ୍ଷେତ୍ର  କାଲି ସୁଦ୍ଧା  ଉତ୍ତର ଓଡିଶା ଦେଇ ଝାଡଖଣ୍ଡକୁ ଗତି କରିବ ।   ଆଗାମୀ ୨୪ ଘଣ୍ଟାରେ  କେତେକ ସ୍ଥାନରେ  ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  ା  ୭ ଜିଲ୍ଲାକୁ  ଅରେଞ୍ଜ ୱାଣ୍ଣିଂ କରାଯାଇଛି ।  ସେହିପରି ୪ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ଯାଏଁ  ବର୍ଷା ହେବ ।  ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ କୁହାଯାଇଛି ।  ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ  ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking