30.1 C
Bhubaneswar
Tuesday, May 26, 2026
Homeଓଡିଶାମ୍ୟାଲେରିଆରେ ଚାଲିଗଲା ଛାତ୍ରଙ୍କ ଜୀବନ

ମ୍ୟାଲେରିଆରେ ଚାଲିଗଲା ଛାତ୍ରଙ୍କ ଜୀବନ

ମାଲକାନଗିରି: ମାଲକାନଗିରିରେ ମ୍ୟାଲେରିଆ  ସେବାଶ୍ରମ ଛାତ୍ରଙ୍କ ଜୀବନ ନେଇଛି।  ମାଟାପେକା ସେବାଶ୍ରମର ଷଷ୍ଠ ଶ୍ରେଣୀ ଛାତ୍ରଙ୍କର ମ୍ୟାଲେରିଆରେ ମୃତ୍ୟୁ ଘଟିଛି। ୧୧ ବର୍ଷ ବୟସ୍କ ରୋହିତ ମାଡକାମି ସେରେବ୍ରାଲ ମ୍ୟାଲେରିଆରେ ପୀଡ଼ତ ଥିଲେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିକ୍ଷକ ତାଙ୍କୁ ଚିକିତ୍ସା ଲାଗି ଆଣି ଥିଲେ। ଡାକ୍ତରଖାନାରେ ପହଁଚିବାର କିଛି ସମୟ ମଧ୍ୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking