30.1 C
Bhubaneswar
Tuesday, May 26, 2026
Homeଓଡିଶାବାପାକୁ ହତ୍ୟା କଲା ପୁଅ

ବାପାକୁ ହତ୍ୟା କଲା ପୁଅ

ସମ୍ବଲପୁର: ଉନ୍ମକ୍ତ ପୁଅର ବର୍ୱର କାଣ୍ଡ । କୋଦଳା ବେଣ୍ଟରେ ପିଟି ପିଟି  ବାପାକୁ ହତ୍ୟା କଲା ପୁଅ । ସମ୍ବଲପୁର ଜିଲ୍ଲା ଜମନକିରା ଥାନା  ସାନଲାଙ୍ଗ ବାହାନ ଗ୍ରାମରେ ଘଟୁଛି ଏଭଳି ଘଟଣା । କୌଣସି କାରଣକୁ ନେଇ  ପୁଅକୁ ଆକଟ କରିଥିଲେ ବାପା ।  ଯେଉଁଥିରେ ଉତ୍ୟକ୍ତ ହୋଇ ବାପାକୁ ହତ୍ୟା କରିଛି ପୁଅ ।  ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି । ଅଭଳି କାଣ୍ଡ ଘଟାଇ ପୁଅ ଘଟଣାସ୍ଥଳରୁ ଫେରାର ଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking