25.1 C
Bhubaneswar
Saturday, December 6, 2025
Homeଓଡିଶାପହଡ ପାଇଁ ଅଘଟଣ: ଖଣ୍ଡନ କଲେ ମନ୍ତ୍ରୀ

ପହଡ ପାଇଁ ଅଘଟଣ: ଖଣ୍ଡନ କଲେ ମନ୍ତ୍ରୀ

ଭୁବନେଶ୍ୱର: ପୁରୀରେ ପହଡ ପାଇଁ ଅଘଟଣକୁ ଖଣ୍ଡନ କଲେ ଆଇନ ମନ୍ତ୍ରୀ । ସ୍ୱଭାବିକ ସମୟରେ ପହଡ ପଡିଥିଲା । ନୀତିକାନ୍ତି ପରେ ପହଡ ପଡିଥିଲା । ପହଡକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ଶରଧାବାଲି ଅଘଟଣର କାର୍ଯ୍ୟାନୁଷ୍ଠାନ ହୋଇଛି । ଉନ୍ନୟନ କମିଶନ ୩୦ ଦିନ ଭିତରେ ତଦନ୍ତ ସାରିବେ । ଆଗକୁ ଏଭଳି ନହେବା ପାଇଁ ପଦକ୍ଷେପ ନିଆଯିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking