ପୁରୀ: ଶରଧାବାଲି ଅଘଟଣକୁ ନେଇ ବଡ କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର । ରଥଯାତ୍ରା ପରିଚାଳନା ଦାୟିତ୍ୱ ଅରବିନ୍ଦ ଅଗ୍ରୱାଲଙ୍କୁ ଦିଆଯାଇଛି । ଅରବିନ୍ଦଙ୍କୁ ସମ୍ପୂର୍ଣ୍ଣ ରଥଯାତ୍ରା ପରିଚାଳନା ଦାୟିତ୍ୱ ଦିଆଗଲା । ଅନ୍ୟପଟେ ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସପି । ନୂଆ ଜିଲ୍ଲାପାଳ ହେଲେ ଚଞ୍ଚଲ ରାଣା । ପୁରୀର ନୂଆ ଏସପି ଦାୟିତ୍ୱ ଗ୍ରହଣ କରିଛନ୍ତି ପିନାକ ମିଶ୍ର ।









