26.1 C
Bhubaneswar
Saturday, December 20, 2025
Homeଅପରାଧମନ୍ଦିରରୁ ଫେରୁଥିବା ସମୟରେ ଯୁବତୀଙ୍କୁ ଟେକି ନେଇ ଜଙ୍ଗଲରେ କଲେ ଗଣଦୁଷ୍କର୍ମ

ମନ୍ଦିରରୁ ଫେରୁଥିବା ସମୟରେ ଯୁବତୀଙ୍କୁ ଟେକି ନେଇ ଜଙ୍ଗଲରେ କଲେ ଗଣଦୁଷ୍କର୍ମ

ମୟୁରଭଞ୍ଜ: ଗୋପାଳପୁର ପରେ କରଞ୍ଜିଆରେ ଗଣଦୁଷ୍କର୍ମ। ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସମ୍ପର୍କୀୟଙ୍କ ଘରକୁ ବୁଲି ଆସିଥିଲା ବେଳେ ଗଣଦୁଷ୍କର୍ମର ଶୀକାର ହୋଇଛନ୍ତି ଯୁବତୀ। କରଞ୍ଜିଆ ଥାନା ଅଞ୍ଚଳରେ ଯୁବତୀଙ୍କୁ ୩ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କରଞ୍ଜିଆ ଥାନାରେ ଅଭିଯୋଗ କରିଛନ୍ତି ନିଜେ ପୀଡ଼ିତା। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସେ ମନ୍ଦିରରୁ ଫେରୁଥିବା ସମୟରେ ଜଙ୍ଗଲିଆ ରାସ୍ତାରେ ବାଇକରେ ଉଠାଇ ନେଲେ ଅଭିଯୁକ୍ତ। ପରେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପରେ ନିଜେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ପୀଡ଼ିତା। ଅଭିଯୋଗ ଆଧାରରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲି୍ସ। ହେଲେ ଏବେବି ଆଉ ୨ ଜଣ ଅଭିଯୁକ୍ତ ଫେରାର ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking