କଟକ: ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କଟକ ଏସସସିବିରେ ଚିକିତ୍ସା ଅବହେଳାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଚିକିତ୍ସା ଅବହେଳାରୁ ବିଚାରଧୀନ ବନ୍ଦୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ବିଚାରଧୀନ ବନ୍ଦୀ ହରିୟାଣାର ବ୍ରହ୍ମପୁର ଜେଲରେ ଥିଲେ । ହଠାତ ଅସୁସ୍ଥ ହେବାରୁ ଏମକେସସିଜି ପରେ ଏଇମ୍ସ ଆସିଥିଲେ । ଏଇମ୍ସ ପରେ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।










