23.1 C
Bhubaneswar
Sunday, February 8, 2026
Homeଓଡିଶାଶିଶୁ କନ୍ୟାକୁ ଦୁଷ୍କର୍ମ ଉଦ୍ୟମ

ଶିଶୁ କନ୍ୟାକୁ ଦୁଷ୍କର୍ମ ଉଦ୍ୟମ

କେନ୍ଦୁଝର: କେନ୍ଦୁଝରରେ ଲଜ୍ୟା। ଆନନ୍ଦପୁର ଥାନା ଅଞ୍ଚଳରେ ୫ବର୍ଷୀୟା ଶିଶୁ କନ୍ୟାକୁ ଦୁଷ୍କର୍ମ କରିବାକୁ ଉଦ୍ୟମ। ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଲା ପରେ ପୋଲିସର ତଦନ୍ତ ଜାରି। ପ୍ରତିଦିନ ଦୁଷ୍କର୍ମର ମାମଲା ରାଜ୍ୟରେ ବଢ଼ିବାରେ ଲାଗିଛି। ଏଥିପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛି। ତଥାପି ମଧ୍ୟ ଏହି ଘଟଣା କମିବାର ନାଁ ନେଉନାହିଁ। ଯୁବତୀଙ୍କୁ ଛାଡ, ରାକ୍ଷସ ମାନେ ଶିଶୁ କନ୍ୟାଙ୍କୁ ମଧ୍ୟ ଛାଡ଼ୁ ନାହାଁନ୍ତି। ଯେଉଁମାନେ ଦୁନିଆ ବିଷୟରେ କିଛି ଜାଣି ନାହାଁନ୍ତି, ସେମାନେ ବି ଏହାର ଶିକାର ହେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking