27.1 C
Bhubaneswar
Saturday, December 6, 2025
Homeଓଡିଶାଅଘଟଣ ଶୂନ୍ୟ ରଥଯାତ୍ରା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଅଘଟଣ ଶୂନ୍ୟ ରଥଯାତ୍ରା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶୃଙ୍ଖଳିତ ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗୁରୁତ୍ୱାରୋପ । ଅଘଟଣ ଶୂନ୍ୟ ରଥଯାତ୍ରା ପ୍ରାଥମିକତା ହେବ କହିଲେ ମୁଖ୍ୟମନ୍ତ୍ରୀ । ସମ୍ଭାବ୍ୟ ଦଳାଚକଟା ସ୍ଥାନରେ ତୀକ୍ଷ୍‌ମ ନଜର ରଖାଯାଇଛି । ଡ୍ରୋନ ଓ ଏଆଇ କ୍ୟାମେରା ବ୍ୟବସ୍ଥା କରାଯାଇଛି । ଏନଏସଜି ଓ ସ୍ନାଇପର ଟିମ ମୁତୟନ ହେବେ । ଯେକୌଣସି ଆତଙ୍କୀ କାର୍ଯ୍ୟର ପ୍ରତିହତ ପାଇଁ ପ୍ରସ୍ତୁତ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking