18.1 C
Bhubaneswar
Saturday, December 6, 2025
Homeଓଡିଶାବାପାକୁ ପିଟି ପିଟି ହତ୍ୟା

ବାପାକୁ ପିଟି ପିଟି ହତ୍ୟା

ନୂଆପଡା: ବାପାକୁ ପିଟି ପିଟି ମାରିଦେଲା ପୁଅ । ବେଲଟୁକୁରୀ ଥାନା କୁରୁମୁଣ୍ଡା ଗାଁରେ ହତ୍ୟା ହୋଇଥିବା ସୂଚନା ମିଳିଛି । ଜଙ୍ଗଲ ନିକଟରେ ଡାଳରେ ପିଟି ପିଟି ନିର୍ମମ ବାବେ ହତ୍ୟା କଲା ପୁଅ । ସ୍ଥନାୟ ଲୋକେ ଘଟଣା ଉପରେ ଅବଗତ ହୋଇ ପୋଲିସକୁ ଖବର କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ତଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଅଟକ ରଖିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking