ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା । ୩ ଗୁରୁତର ରହିଛନ୍ତି । ଭରତପୁର ଥାନା ସାମପୁର ଅଞ୍ଚଳରେ ଖଣ୍ଡାରେ ଆକ୍ରମଣ କରିଛନ୍ତି । ଭରତପୁର ବସ୍ତି ଅଞ୍ଚଳରେ ୨୦ରୁ ୩୦ ଯୁବକ ଆକ୍ରମଣ କଲେ । ଜମିଜମା ବିବାଦରୁ ଆକ୍ରମଣ କରିଥିବା ନେଇ ସୂଚନା ରହିଛି । ୩ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।









