24.1 C
Bhubaneswar
Tuesday, February 10, 2026
Homeଓଡିଶାରଥଯାତ୍ରା ପରେ ନୂଆ ସଭାପତି ଘୋଷଣା

ରଥଯାତ୍ରା ପରେ ନୂଆ ସଭାପତି ଘୋଷଣା

ଭୁବନେଶ୍ୱର: ରଥଯାତ୍ରା ପରେ ରାଜ୍ୟ ବିଜେପିର ନୂଆ ସଭାପତି ଘୋଷଣା କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର । ଏ ସଂକ୍ରାନ୍ତରେ କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ କହିଲେ ବିଜୟପାଲ ସିଂ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking