କେନ୍ଦ୍ରାପଡା: ମହିଳା ଯୋଗ ଇନଷ୍ଟ୍ରକ୍ଟରଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ । ମାରଣାସ୍ତ୍ର ଦେଖାଇ ଦୁବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମହିଳା ଯୋଗ ଇନଷ୍ଟ୍ରକ୍ଟର ଏକ ଭଡା ଘରେ ରହୁଥିଲେ । ମହିଳା ଜଣଙ୍କ ଏକା ଥିବା ବେଳେ ପଶିଥିଲା ଦୁବୃତ୍ତ । ନିଜକୁ ବଞ୍ଚାଇବାକୁ ସଂଘର୍ଷ କରିଥିଲା ମହିଳା । ଗୁରୁତର ପୀଡିତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି ।










