29.1 C
Bhubaneswar
Saturday, February 7, 2026
Homeଓଡିଶାଏଣିକି ପଞ୍ଚାୟତରେ ଖୋଲିବ ତହସିଲ: ମନ୍ତ୍ରୀ

ଏଣିକି ପଞ୍ଚାୟତରେ ଖୋଲିବ ତହସିଲ: ମନ୍ତ୍ରୀ

ଭୁବନେଶ୍ୱର: ଏଣିକି ପଞ୍ଚାୟତରେ ଖୋଲିବ ତହସିଲ ।  ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ  ସୂଚନା ଦେଇଛନ୍ତି ।  ମାସରେ ଦୁଇ ଦିନ ପଞ୍ଚାୟତକୁ ଯିବେ ରାଜସ୍ୱ ଅଧିକାରୀ ।  ତହସିଲଦାର, ଅତିରିକ୍ତ ତହସିଲଦାର ପଞ୍ଚାୟତକୁ ଯିବେ  ।  ରାଜସ୍ୱ ଅଫିସରେ ଜମିଜମା ସମସ୍ୟା ସମାଧାନ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking