21.1 C
Bhubaneswar
Monday, December 8, 2025
Homeଓଡିଶାଆସିଲା ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ସୂଚୀ

ଆସିଲା ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ସୂଚୀ

ଭୁବନେଶ୍ୱର: ଆସିଲା ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ କାଯ୍ୟସୂଚୀ । ଆସନ୍ତା ୨୦ ତାରିଖରେ ଓଡିଶା ଆସିବେ ନରେନ୍ଦ୍ର ମୋଦୀ । ୨୦ ତାରିଖ ଅପରାହ୍ମ ୩ଟା ୪୦ରେ ଭୁବନେଶ୍ୱର ପହଞ୍ଚିବେ ।  ଅପରାହ୍ମ ୩ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ  ପହଞ୍ଚି  ା  ବିମାନ ବନ୍ଦରରୁ ୩ଟା ୪୫ ମିନିଟରେ ରୋଡ ସୋ କରିବେ ମୋଦୀ ।  ରୋଡ ସୋ  ମାଧ୍ୟମରେ ଜନତା ମଇଦାନରେ ପହଞ୍ଚିବେ । ୪ଟା ୧୫ରେ ଜନତା ମଇଦାନ କାଯ୍ୟକ୍ରମରେ ସାମିଲ ହେବେ । ସନ୍ଧ୍ୟା ୫ଟା୩୦ ଯାଏଁ ଜନତା ମଇଦାନ କାଯ୍ୟକ୍ରମରେ ରହିବେ । ସୂଚନା ଥାଉକି, ଜୁନ ୨୦ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking