21.1 C
Bhubaneswar
Monday, December 8, 2025
Homeଓଡିଶାଡ୍ୟାମରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର

ଡ୍ୟାମରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର

ଲମତାପୁଟ: ଜଲାପୁଟ ଡ୍ୟାମରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର । ଗତକାଲିଠୁ ଯୁବକ ଯୁବତୀ ନିଖୋଜ ଥିଲେ । ନନ୍ଦପୁର ଅଗ୍ନିଶମ ବାହିନୀ ଦ୍ୱାରା ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଦୁହେଁ ପାଡୁଆ ଥାନା ବନୁର ଓ ବାଇରପଡା ଗାଁର ବାସିନ୍ଦା । କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking