13.1 C
Bhubaneswar
Sunday, December 7, 2025
Homeଓଡିଶାମହୁମାଛି ଆକ୍ରମଣରେ ବୃଦ୍ଧା ମୃତ

ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ

କଟକ: ମହୁମାଛି ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ  ହୋଇଛି ।  ମାହାଙ୍ଗା ଥାନା ରାହାଣିଆ ଗୋକୁଳପୁର ଗାଁର ଘଟଣା । ବୃଦ୍ଧାଙ୍କ ମୃତ୍ୟୁକୁ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଅଶାନ୍ତି  ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking