20.1 C
Bhubaneswar
Sunday, December 21, 2025
Homeଓଡିଶାଆସନ୍ତାକାଲିଠୁ ବିଏମସି ପାଳିବ ଡ୍ରାଏ ଡେ

ଆସନ୍ତାକାଲିଠୁ ବିଏମସି ପାଳିବ ଡ୍ରାଏ ଡେ

ଭୁବନେଶ୍ୱର: ଆସନ୍ତାକାଲିଠୁ ଡେଙ୍ଗୁ ପ୍ରତିହତ ପାଇଁ ବିଏମସି ପାଳିବ ଡ୍ରାଏ ଡେ । ସମସ୍ତ ୱାର୍ଡରେ ଡ୍ରାଏ ଡେ ପାଳନ ନେଇ କର୍ପୋରେଟରଙ୍କୁ ପ୍ରଶିକ୍ଷଣ ଦିଆଯିବ । ଡେଙ୍ଗୁ ନିୟନ୍ତ୍ରଣ  ପାଇଁ  ଚଳିତ ବର୍ଷ ଅଧିକ ସଂଖ୍ୟକ ଷ୍ଟାଫ  ନିୟୋଜିତ ହେବେ । ବିଏମସିର ୭୦ କର୍ମଚାରୀ  ବିଭିନ୍ନ ୱାର୍ଡରେ ବୁଲି ତେଲ ସ୍ପ୍ରେ  କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking