19.1 C
Bhubaneswar
Wednesday, December 10, 2025
Homeଓଡିଶାମାଈହାତୀର ମୃତଦେହ ଠାବ

ମାଈହାତୀର ମୃତଦେହ ଠାବ

ଅନୁଗୁଳ: ଜଙ୍ଗଲରେ ପଡିଛି  ମାଈହାତୀର ମୃତଦେହ  । ଛେଣ୍ଡିପଦା ବନାଞ୍ଚଳ ଡଙ୍ଗପାଳ ଜଙ୍ଗଲରେ ପଡିଛି ମୃତଦେହ । ମୃତ ହାତୀର ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ । କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା ଜଣାପଡିନାହିଁ । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking