15.1 C
Bhubaneswar
Monday, December 22, 2025
Homeଦେଶ ବିଦେଶମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ

ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ

କୋରାପୁଟ: ଆନ୍ଧ୍ରର ଚିମିଡ଼ିପାଲି ରେଳ ଷ୍ଟେଶନରେ  ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ ହୋଇଛି ।  ୨୫ରୁ ଅଧିକ ବଗି ଲାଇନଚ୍ୟୁତ ହୋଇଛି । ଚିମିଡିପାଲି ନିକଟରେ ଏଭଳି ଦୁର୍ଘଟଣା ଘଟିଛି ।  କିରଣ୍ଡୁଲରୁ ଲୁହାପଥର ନେଇ ବିଜୟୱାଡା ଯାଉଥିଲା । ଏନେଇ ବିଶାଖାପାଟଣାରୁ କିରୁଣ୍ଡୁଲକୁ ଟ୍ରେନ ଚଳାଚଳ ବନ୍ଦ ରହିଛି । ଦିନ ସାରା ଯାତାୟତ ବନ୍ଦ ରହିବ । ରାତିସାରା ଚଳାଚଳ ରହିବ ବୋଲି ସୂଚନା ରହିଛି ।  ଲାଇନଚ୍ୟୁତ କାହିଁକି ହେଲା ରେଳବିଭାଗ ପକ୍ଷରୁ ତଦନ୍ତ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking