21.1 C
Bhubaneswar
Saturday, February 7, 2026
Homeଓଡିଶାରାଢ଼ିନିହ।ରି ମହସଂଘର କାର୍ଯ୍ୟକାରୀ ବୈଠକ ଓ ନୂତନ କରି ରାଜ୍ୟ କମଟି ଗଠନ

ରାଢ଼ିନିହ।ରି ମହସଂଘର କାର୍ଯ୍ୟକାରୀ ବୈଠକ ଓ ନୂତନ କରି ରାଜ୍ୟ କମଟି ଗଠନ

ଯାଜପୁର: ରାଢ଼ି ନିହlରି ମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର ଅନୁ ସୂଚିତ ଜାତି ବା ଏଷ୍ଟି ର ମାନ୍ୟତା ପ୍ରଦାନ ଦାବିରେ ରାଢି ନିହରୀ ମହା ସଂଘ୍ ଦାବୀ କରି ଆସୁଚି ସରକାର ଦାବୀ କୁ ଉପେକ୍ଷା କରି ଛନ୍ତି ଫଳ ରେ ଉକ୍ତ ଜାତି ବର୍ଗ ର ଲୋକ ମାନେ ସରକାରୀ ସୁବିଧା ରୁ ବଞ୍ଚିତ ହେଉଛନ୍ତି ସେମାନଙ୍କ ଦାବୀ କୁ ପୁଣି ସରକାର ଙ୍କ ଠାରେ ଉତ୍ ସ୍ଥାପିତ କରିବାପାଇଁ ମହା ସଙ୍ଗ ପକ୍ଷ ରୁ ଭଦ୍ରକ ଜିଲ୍ଲା ର ଆଖଣ୍ଡ ମଣି ଶ୍ୱର୍ ଅତିଥି ଭବନରେ ରାଜ୍ୟ ନିହାରି ରlଡି ମହା ସଙ୍ଗ ର ରାଜ୍ୟ କାରିଣୀ ବୈଠକ ଅନୁଷ୍ଟିତ ହେଇଥିଲା ଓ ଚଳିତ ବର୍ଷ ପାଇଁ ନୂତନ କର୍ମ କର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇ ଥିଲା l, ରାଡି ନିଆରି ଜାତୀ ଆଜି ଅବ୍ଲେହିତ ଦୀର୍ଘ୍ ୩୦ ବର୍ଷ ହେଲ। ରାଢ଼ି, ନିଆରୀ ଜାତୀ କୁ ରାଜ୍ୟ ଓ କେନ୍ଦ୍ର ସରକାର ଏସ ସି କାଷ୍ଟ ରୁ ବାଦ ଦିଆଯାଇଛି। ରାଢି , ନୀଆରି ଓ କେଉଟ ଏକ ସମ୍ପ୍ର ଦାର ତାଙ୍କ ଜ। ତି କୁ ସରକାର ଅଗ୍ର। ଧିକାର ଦେଇଚନ୍ତି କିନ୍ତୁ ଏ ମାନେ ଦୁଃ ଖ କଷ୍ଟ ରେ ରହୁଛ ହ୍ନ୍ତି। ଏ ବିଷୟ ରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଭେଟି ଦାବିପତ୍ର ଦେବାପାଇଁ ବୈଠକ ସ୍ତିର କରାଯାଇଥିଲା।ଅନେକ ବକ୍ତା ନିଜର ମତ।ମତ ରଖି ଥିଲେ। ଅତିଥି ମାନକର ପରିଚୟ ଓ ସ୍ଵ।ଗତ ଭାଷଣ ପୂର୍ବତନ ରାଜ୍ୟ ଉପସଭାପତି ନିତ୍ୟ। ନନ୍ଦ ମହାଳିକ ଦେଇ ଥିଲେ। ତା ପରେ ନୂତନ ରାଜ୍ୟ କମିଟି ଗଠନ କରାଯାଇଥିଲ। ଏଥିରେ ଉପଡେଷ୍ଟା ଭାବେ ବିଶ୍ଵନାଥ ବେହେରା ସଭାପତି କୃପା ସିନ୍ଧୁ ଦଳେଇ, କାର୍ଯ୍ୟ କାରୀ ସଭାପତି ଅକ୍ଷୟ କୁମାର ବେହେରା, ଉପସଭାପତି ନିତ୍ୟାନନ୍ଦ ମହାଳିକ, ଗେ।ରା ଚାନ୍ଦ ମାଝୀ, ସାଧାରଣ ସମ୍ପାଦକ୍ ସନାତନ ମଣ୍ଡଳ, କାର୍ଯ୍ୟ କାରୀ ସମ୍ପାଦକ ନିରାକାର୍ ଦଳେଇ, ଦାମ ଦର୍ ରାଉତ ସଂଗଠନ ସମ୍ପାଦକ ,ସହ ସମ୍ପାଦକ୍ ବିଜୟ କୁମାର ସାହୁ, ପରେଶ୍ କୁମାର ବେହେରା, କେ।ସାଧକ ଅଜୟ କୁମାର ବେହେରା, କାର୍ଯ୍ୟ କାରୀ ମଣ୍ଡଳୀ ଭାବେ ପୂର୍ଣ୍ଣ ଚନ୍ଦ୍ର ବେହେରା, ଭରତ ଚନ୍ଦ୍ର ବେହେରା, ମନେ।ଜ ବେହେରା, ଅତୁଳ ବେହେରା,ବସନ୍ତ ବେହେରା, ଧୀରେନ୍ଦ୍ର ବେହେରା, ରମାକାନ୍ତ ନ।ୟକ୍,ଅନିରୁଦ୍ଧ ମଙ୍ଗଳ, ମହେଶ୍ବର ସାହୁ,ଧନେଶ୍ଵର ବେହେରା, ନିବେଦିତା ବେହେରା ଙ୍କୁ ମନୋନୀତ। କରା ଯାଇଥିଲ। ଶେଷ ରେ ଭରତ ଚନ୍ଦ୍ର ବେହେରା ଧନ୍ୟବାଦ୍ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking