Homeଓଡିଶାମାଈହାତୀର ମୃତଦେହ ଠାବ, ବନ଼ ବିଭାଗର ତଦନ୍ତ ଆରମ୍ଭ ଓଡିଶାବ୍ରେକୀଙ୍ଗ ମାଈହାତୀର ମୃତଦେହ ଠାବ, ବନ଼ ବିଭାଗର ତଦନ୍ତ ଆରମ୍ଭ By Ona Khabara 26/05/2025 Share FacebookTwitterPinterestWhatsAppLinkedinReddItTelegram ତେଲକୋଇ: ପାହାଡ଼ରୁ ମାଈହାତୀର ମୃତଦେହ ଠାବ କରାଯାଇଛି। ତମାଙ୍ଗୋ ପାହାଡ଼ରୁ ଗୋଟିଏ ମାଈହାତୀର ମୃତଦେହ ମିଳିଛି। ଘଟଣାସ୍ଥଳରେ ପହଞ୍ଚି ବନ଼ ବିଭାଗ ତଦନ୍ତ ଆରମ୍ଭ କରିଛି। ମୃତ ହାତୀର ବୟସ ୧୮ରୁ୨୦ ବର୍ଷ ହେବ ଅନୁମାନ କରାଯାଉଛି। Share FacebookTwitterPinterestWhatsAppLinkedinReddItTelegram Previous articleୟୁକ୍ରେନ ବିରୋଧରେ ରୁଷିଆର ସବୁଠୁ ବଡ଼ ଏୟାରଷ୍ଟ୍ରାଇକ, ୧୩ ମୃତNext articleଏନକାଉଣ୍ଟରରେ ଟଳିଲା ମାଓବାଦୀ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା କଳିଙ୍ଗା ଘାଟି ଭୂସ୍ଖଳନ ସ୍ଥାନ ପରିଦର୍ଶନ କଲେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଦେଶ ବିଦେଶ ପୋଖରୀରେ ବୁଡ଼ି ୪ ନାବାଳିକାଙ୍କ ମୃତ୍ୟୁ ଓଡିଶା ଦିଲ୍ଲୀରୁ ଡ୍ରଗ୍ସ କୁଇନ୍ ଗିରଫ ଓଡିଶା ମହାନଦୀରେ ଛୋଟ ବନ୍ୟା: ୨୬ଟି ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ