15.1 C
Bhubaneswar
Thursday, December 18, 2025
Homeଓଡିଶା୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କ ବଢିଲା ଭତ୍ତା

୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କ ବଢିଲା ଭତ୍ତା

ଭୁବନେଶ୍ୱର: ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କ ବଢିଲା ଭତ୍ତା । ଏଣିକି ୩୫୦୦ ଟଙ୍କା ଭତ୍ତା ଦେବେ ସରକାର ।  ୮୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ବି ମିଳିବ ଭତ୍ତା । ଜୁନ ୨୦୨୫ ସୁଦ୍ଧା ୮୦ ବର୍ଷ ଅତିକ୍ରମ କରିଥିଲେ ମିଳିବ । ଜୁନ ମାସରୁ ମିଳିବ ୩୫୦୦ ଟଙ୍କା ଭତ୍ତା । ସମସ୍ତ ଡିଏସଏସଓଏସଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking