19.1 C
Bhubaneswar
Monday, December 8, 2025
Homeଓଡିଶା୫ ବନ୍ୟଜନ୍ତୁ ଶିକାରୀ ଗିରଫ

୫ ବନ୍ୟଜନ୍ତୁ ଶିକାରୀ ଗିରଫ

କାମାକ୍ଷାନଗର: ବନ୍ୟଜନ୍ତୁ ଶିକାରୀଙ୍କୁ ମାଡି ବସିଲା ଭିଜିଲାନ୍ସ । ପୂର୍ୱାଞ୍ଚଳ ରେଞ୍ଜ ବାଟଗାଁ କଙ୍କଡାହାଡ ପୂର୍ତ୍ତ ବିଭାଗ ରାସ୍ତା ପକ୍ଷରୁ ଗିରଫ କରାଯାଇଛି  ା ଘଟଣାସ୍ଥଳରୁ ୧୦ କେଜି ବାର୍ହା ମାଂସ, ମଲା ଗୋଧି, ସ୍କର୍ପିଓ ସହ ୨ଟି ବର୍ଛା ଜବତ ହୋଇଛି । ଘଟଣାସ୍ଥଳରେ ବିନ ବିଭାଗ ପଚରା ଉଚରା ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking