24.1 C
Bhubaneswar
Friday, February 6, 2026
Homeଓଡିଶାଭୁବନେଶ୍ୱର ନୂଆ ଷ୍ଟେସନରୁ ଗଡିବ ୩ ନୂଆ ଏକ୍ସପ୍ରେସ

ଭୁବନେଶ୍ୱର ନୂଆ ଷ୍ଟେସନରୁ ଗଡିବ ୩ ନୂଆ ଏକ୍ସପ୍ରେସ

ଭୁବନେଶ୍ୱର: ଭୁବନେଶ୍ୱର ନୂଆ ରେଳ ଷ୍ଟେସନରୁ ଗଡିବ ଟ୍ରେନ । ୩ଟି ନୂଆ ଏକ୍ସପ୍ରେସ ଗଡିବା ନେଇ ସୂଚନା ରହିଛି । ମୁମ୍ବାଇରୁ ଭୁବନେଶ୍ୱର ଗଡିବ କୋଣାର୍କ ଏକ୍ସପ୍ରେସ । ଭୁବନେଶ୍ୱରରୁ ସିକନ୍ଦରାବାଦ  ଗଡିବ ବିଶାଖା ଏକ୍ସପ୍ରେସ ।  ଭୁବନେଶ୍ୱରରୁ ବିଶାଖାପାଟଣା ଇଣ୍ଟରସିଟି ଗଡିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking