21.1 C
Bhubaneswar
Saturday, December 6, 2025
Homeଓଡିଶାକଲବଲ କରୁଛି ତାତି: ଉପରମୁଁହା ହେଉଛି ପାରଦ

କଲବଲ କରୁଛି ତାତି: ଉପରମୁଁହା ହେଉଛି ପାରଦ

ଭୁବନେଶ୍ବର: କଲବଲ କରୁଛି ତାତି । ଘରେ ରହି ହଉନି କି ବାହାରକୁ ବାହାରି ହେଉନି ।   ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି । ଆସନ୍ତା ୧୫ ଯାଏ ପ୍ରବଳ ଖରାରୁ ମିଳିବନି ତ୍ରାହୀ । ଗରମ, ଗୁଳୁଗୁଳି ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ । ଗତକାଲି  ୪୦  ଡିଗ୍ରୀ ଟପିଥିଲା ପାରଦ । ଆଜି ସାଢେ ୮ଟା ସୁଦ୍ଧା  ଝାରସୁଗୁଡାରେ ୩୫.୨ ଡିଗ୍ରୀ, ସମ୍ବଲପୁର ୩୪.୪, ହୀରାକୁଦ ୩୪, ବାଲେଶ୍ବର ୩୩ ଡିଗ୍ରୀ , ପୁରୀ ୩୩.୪, ରାଉରକେଲା ୩୨.୮, ଭୁବନେଶ୍ବର ୩୨.୪ ଡିଗ୍ରୀ, ଚାନ୍ଦବାଲି ୩୨.୨,  ପାରାଦୀପ ୩୧.୨,  ଗୋପାଳପୁର ୩୦.୨ ଡିଗ୍ରୀ, ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking