22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶପାକିସ୍ତାନର ୫୦୦ ଡ୍ରୋନ ପଣ୍ଡ

ପାକିସ୍ତାନର ୫୦୦ ଡ୍ରୋନ ପଣ୍ଡ

ନୂଆଦିଲ୍ଲୀ: ଭାରତ ଉପରେ ୫୦୦ ଛୋଟ ଡ୍ରୋନ ଛାଡିଥିଲା ପାକିସ୍ତାନ । ଭାରତର ବିଭିନ୍ନ ୨୪ଟି ସହର ଉପରକୁ ଛାଡିଥିଲା ଡ୍ରୋନ । ଜାମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜୁରାଟରେ ଆକ୍ରମଣ । କାଲି ରାତି ୮ରୁ ସାଢେ ୧୧ଟା ଭିତରେ ଛାଡିଥିଲା ଡ୍ରୋନ । ସବୁ ଡ୍ରୋନ ପଣ୍ଡ କଲା ଭାରତୀୟ ସେନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking