23.1 C
Bhubaneswar
Monday, February 9, 2026
Homeଓଡିଶାଭୁବନେଶ୍ୱରରୁ ୨ଟି ବିମାନ ବାତିଲ

ଭୁବନେଶ୍ୱରରୁ ୨ଟି ବିମାନ ବାତିଲ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ  ୨ଟି ବିମାନର ଉଡାଣ ବାତିଲ କରାଯାଇଛି । ଭୁବନେଶ୍ୱରରୁ ହିନ୍ଦନ ଗାଜିଆବାଦ ବିମାନ ଉଡାଣ ବାତିଲ ହୋଇଛି । ପଶ୍ଚିମ ପ୍ରାନ୍ତକୁ ଉଡାଣ କଟକଣା ଥିବାରୁ ବାତିଲ କରାଯାଇଛି କହିଲେ ନିର୍ଦ୍ଦେଶକ । ଭୁବନେଶ୍ୱର ପାଟନା ଦେଇ ଚଣ୍ଡିଗଡ ଯାଉଥିବା  ବିମାନ ବାତିଲ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking