14.1 C
Bhubaneswar
Saturday, December 6, 2025
Homeଓଡିଶାଆଇପିଏସ୍‌ ସ୍ତରରେ ଅଦଳବଦଳ

ଆଇପିଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ପୁଲିସ କ୍ୟାଡରରେ ନିକଟରେ ହୋଇଥିବା ପୁନର୍ଗଠନରେ ନୂତନ ନିଯୁକ୍ତି କରିଛନ୍ତି। ଏନେଇ ଶୁକ୍ରବାର ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି କାର୍ଯ୍ୟକାରୀ ହୋଇଛି। ୧୯୯୩ ବ୍ୟାଚ୍‌ର ଆଇପିଏସ୍‌ ସୁଶାନ୍ତ କୁମାର ନାଥ ଯିଏ କେନ୍ଦ୍ରୀୟ ଡେପୁଟେସନରୁ ପ୍ରତ୍ୟାବର୍ତ୍ତନ ପରେ ଗୃହ ବିଭାଗରେ ଯୋଗ ଦେଇଥିଲେ, ତାଙ୍କୁ କାରାଗାର ଓ ସଂଶୋଧନ ସେବାର ମହାନିର୍ଦ୍ଦେଶକ (ଡିଜି) ଭାବେ ନିଯୁକ୍ତ କରାଯାଇଛି। ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ପ୍ରତ୍ୟାବର୍ତ୍ତନ ପରେ ଗୃହ ବିଭାଗରେ ଯୋଗ ଦେଇଥିବା ୨୦୦୦ ବ୍ୟାଚ୍‌ର ଆଇପିଏସ୍‌ ପ୍ରତୀକ ମହାନ୍ତିଙ୍କୁ ଅତିରିକ୍ତ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଭାବେ ନିଯୁକ୍ତ କରାଯାଇଛି। ସହକାରୀ ପୁଲିସ ମହାନିରୀକ୍ଷକ, ମେରାଇନ ଓ ଉପକୂଳ ସୁରକ୍ଷା ଭାବେ କାର୍ଯ୍ୟ କାର୍ଯ୍ୟରତ ନାରାୟଣ ନାୟକଙ୍କୁ ବଦଳି କରାଯାଇ ସୁବର୍ଣ୍ଣପୁରର ଏସପି ଭାବେ ନିଯୁକ୍ତ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking