21.1 C
Bhubaneswar
Friday, December 19, 2025
Homeଓଡିଶା୧୦ରେ ଓଡିଶା ଆସିବେ ଶାହ

୧୦ରେ ଓଡିଶା ଆସିବେ ଶାହ

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ଓଡିଶା ଆସିବେ ଅମିତ ଶାହ । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ । ଜଟଣୀ ଫରେନସିକ ବିଶ୍ୱବିଦ୍ୟାଳୟରେ ଶିଳାନ୍ୟାସ କରିବେ । ସନ୍ଧ୍ୟାରେ ପୁରୀ ଯାଇ ଶ୍ର ଜିଉଙ୍କ ଦର୍ଶନ କରିବେ । ପୁରୀରେ ରାତ୍ରୀ ଯାପନ କରିବାର କାଯ୍ୟକ୍ରମ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking