17.1 C
Bhubaneswar
Monday, December 22, 2025
Homeଓଡିଶାଅଗ୍ନିକାଣ୍ଡରେ ବୃଦ୍ଧା ଜୀବନ୍ତ ଦଗ୍ଧ

ଅଗ୍ନିକାଣ୍ଡରେ ବୃଦ୍ଧା ଜୀବନ୍ତ ଦଗ୍ଧ

ଯାଜପୁର: ଅଗ୍ନିକାଣ୍ଡରେ ବୃଦ୍ଧା ଜୀବନ୍ତ ଦଗ୍ଧ ।  ଏଭଳି ଏକ ଦୁଃଖଦ ଘଟଣା ଯାଜପୁର ଜିଲ୍ଲା ପାଣିକୋଇଲି ଥାନା  ବରପଦା ଗାଁରେ ଘଟିଛି । ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ଯାଇ ନାତି ଗୁରୁତର ଅଛନ୍ତି । ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ନେଇ  ସନ୍ଦେହ କରାଯାଉଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking