17.1 C
Bhubaneswar
Thursday, December 18, 2025
Homeଓଡିଶାପୋଖରୀରେ ବୁଡି ୩ ମୃତ

ପୋଖରୀରେ ବୁଡି ୩ ମୃତ

ଦଶପଲ୍ଲା: ପୋଖରୀରେ ବୁଡି ୩ ନାବାଳକ ମୃତ । ଗୋଡିବାଡି ଗାଁ ପୋଖରୀରେ ଗାଧୋଇବା ବେଳେ ବୁଡିଯାଇ ମୃତ୍ୟୁବରଣ କରିଛନ୍ତି ୩ ନାବାଳକ । ସୂଚନା ଅନୁସାରେ ଦୁଇ ମୃତକଙ୍କ ବୟସ ୧୧ ବର୍ଷ ଓ ଜଣଙ୍କର ବୟସ ୯ ବର୍ଷ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking