15.1 C
Bhubaneswar
Monday, February 9, 2026
Homeଓଡିଶା୧୪ ଜୁଆଡି ଗିରଫ

୧୪ ଜୁଆଡି ଗିରଫ

ଲକ୍ଷ୍ମୀପୁର: ଜୁଆ ଆଡ୍ଡା ଉପରେ ଚଢାଉ । ଲକ୍ଷ୍ମୀପୁରଚିଡିବାଲସା ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା । ୧୪ ଜୁଆଡିଙ୍କୁ ଗିରଫ କରିିଥିଲା ପୋଲିସ । ଚୁକ୍ତିନାମା ପରେ ଛାଡିଲା ପୋଲିସ । ୭୫ ହଜାର ଟଙ୍କା ସହ ୧୦ଟି ବାଇକ ଜବତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking