23.1 C
Bhubaneswar
Sunday, February 8, 2026
Homeଓଡିଶାଶିମିଳିପାଳରେ ବଢୁଛି ମହାବଳ ବଂଶ: ପିସିସିଏଫ

ଶିମିଳିପାଳରେ ବଢୁଛି ମହାବଳ ବଂଶ: ପିସିସିଏଫ

ମୟୁରଭଞ୍ଜ: ଶିମିଳିପାଳରେ ବଢୁଛି ମହାବଳ ବାଘ ବଂଶ । ଏନେଇ ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି । କହିଛନ୍ତି ,ଜିନତ ଓ ଯମୁନାକୁ ମିଶାଇ ୪୦ ମହାବଳ ବାଘ ଅଛନ୍ତି । ୪୦ରୁ ୬ଟି ବାଘ ଶାବକ, ୧୮ଟି କଳା ମହାବଳ । ଚଳିତବର୍ଷ କ୍ୟାମେରା ଟ୍ରାପରୁ ଏହା ସ୍ପଷ୍ଟ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking