17.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶବିସ୍ଫୋରଣରେ ଉଡିଲା ଆତଙ୍କବାଦୀର ଘର

ବିସ୍ଫୋରଣରେ ଉଡିଲା ଆତଙ୍କବାଦୀର ଘର

ନୂଆଦିଲ୍ଲୀ:ବିସ୍ଫୋରଣରେ ଉଡିଲା ଆତଙ୍କବାଦୀର ଘର । ଆତଙ୍କବାଦୀ ଆସିଫ୍ ଶେଖ୍‌ ଓ ଆଦିଲ ଗୁରି ର ଘରକୁ ଆଇଡି ବିସ୍ଫୋରଣରେ ଉଡାଇ ଦିଆଯାଇଛି  । ଜମ୍ମୁକାଶ୍ମୀରର ତ୍ରାଲ ଓ ବିଜ୍‌ବେହାରାରେ ଥିବା ଘରକୁ ମାଟିରେ ମିଶାଇ ଦେଇଛି ଭାରତୀୟ ସେନା  ।  ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଆସିଫ୍‌ର ସମ୍ପୃକ୍ତି ଥିବା ସନ୍ଦେହରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଯେଉଁ ସ୍କେଚ୍ ଓ ଫଟୋ ଜାରି କରାଯାଇଥିଲା । ସେଥିରେ ଆସିଫ୍‌ ଓ ଆଦିର ସମ୍ପୃକ୍ତି ରହିଥିବା ପ୍ରମାଣ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking