30.1 C
Bhubaneswar
Tuesday, February 10, 2026
Homeଓଡିଶାଜଗତସିଂହପୁରରେ ଦୁର୍ଘଟଣା: ୨ ମୃତ

ଜଗତସିଂହପୁରରେ ଦୁର୍ଘଟଣା: ୨ ମୃତ

ଜଗତସିଂହପୁର: ଦୁଇଟି ପୃଥକ୍ ପୃଥକ୍ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ବାଲିକୁଦା ଥାନା ମାଧୁରୀ ବଜାର ନିକଟରେ ୨ ବାଇକ୍ ମୁହାଁମୁହିଁ ହୋଇଥିଲେ । ବାଇକ୍‌ରୁ ଛିଟିକି ପଡିଥିବା ଜଣଙ୍କ ଉପରେ ଟ୍ରକ୍ ମାଡିଯିବାରୁ ମୃତ୍ୟୁ ଘଟିଛି । ବାଇକ୍ରେ ଥିବା ଆଉ ୪ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଜଗତସିଂହପୁର ଟାଉନ ଥଆନା ନୂଆପୋଲ ଛକରେ ଆଉ ଏକ ଦୁର୍ଘଟଣା ଘଟିଛି । କାର୍ ଧକ୍କାରେ ସ୍କୁଟି ଚାଳକ ମୃତ । କାର୍ ଚାଳକକୁ ଅଟକ ରଖାଯାଇଛି । ଅଧିକ ତଥ୍ୟ ପାଇଁ ତଦନ୍ତ କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking