28.9 C
Bhubaneswar
Saturday, July 11, 2026
Homeଓଡିଶାଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ମାଡିବସିଲା ଏସଟିଏଫ

ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ମାଡିବସିଲା ଏସଟିଏଫ

ଭୁବନେଶ୍ଵର:ଏସଟିଏଫକୁ ମିଳିଛି ବଡ ସଫଳତା। ଦୁଇ କୁଖ୍ୟାତ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ମାଡିବସିଲା ଏସଟିଏଫ। କନ୍ଧମାଳରୁ ଗଞ୍ଜେଇ ଚାଲାଣ  କରୁଥିବା ବେଳେ ମାଡ଼ିବସିଲା ଏସଟିଏଫ। ଗିରଫ ଅଭିଯୁକ୍ତଙ୍କଠାରୁ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ। ଉଭୟ ଆନ୍ତଃରାଜ୍ୟ ସିଣ୍ଡିକେଟର ସଦସ୍ୟ ଥିଲେ। ଗତ ୧ ବର୍ଷରେ ଏହି ସିଣ୍ଡିକେଟ୍ ୨୦ କୋଟିରୁ ଅଧିକ ଗଞ୍ଜେଇ ଚାଲାଣ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking