26.1 C
Bhubaneswar
Tuesday, June 10, 2025
Homeଓଡିଶାବାଲିପାଟଣା ଗୁଳିକାଣ୍ଡ ମାମଲା: ନିଜକୁ ନିଜେ ଗୁଳି ମାରିଥିଲା ଯୁବକ

ବାଲିପାଟଣା ଗୁଳିକାଣ୍ଡ ମାମଲା: ନିଜକୁ ନିଜେ ଗୁଳି ମାରିଥିଲା ଯୁବକ

ଭୁବନେଶ୍ୱର: ଭୁବନେଶ୍ୱରର ବାଲିପାଟଣା ଗୁଳିକାଣ୍ଡ ମାମଲା । ଗୁଳିକାଣ୍ଡ ମାମଲାରେ ଆସିଲା ବଡ ଟ୍ୱିଷ୍ଟ । ନିଜକୁ ନିଜେ ଗୁଳିୁ ମାରିଥିଲା ଆହତ ଯୁବକ । ବିପକ୍ଷ ଗୋଷ୍ଠୀକୁ ଫସାଇବାକୁ କରିଥିଲେ ଷଡଯନ୍ତ୍ର । ପୂର୍ବରୁ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥଲା ଆହତ ଯୁବକ । ଦୁଷ୍କର୍ମ ପୀଡିତାଙ୍କ ପରିବାର ଉପରେ ପ୍ରତିଶୋଧ ପାଇଁ ଯୋଜନା କରିଥିଲା । ୨୦୨୪ରେ ଏକ ଦୁଷ୍କର୍ମ ମାମଲାରେ ଜେଲ ଫେରନ୍ତା ଦୀପ୍ତି ରଚିଥିବା ଷଡ଼ଯନ୍ତ୍ରର ପର୍ଦାଫାସ କରିଛି ପୁଲିସ ।

ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୀପ୍ତି ମହାପାତ୍ର ଅନ୍ୟ ଏକ ପରିବାରକୁ ଫସାଇବାକୁ ଷଡ଼ଯନ୍ତ୍ର କରି ନିଜେ ନିଜକୁ ଗୁଳି କରିଥିଲା ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେଣୁ ଦୀପ୍ତି ସମେତ ତା’କୁ ବନ୍ଧୁକ ଯୋଗାଇଥିବା ୨ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତଠାରୁ ଏକ ୯ ଏମଏମ ବନ୍ଧୁକ ପୁଲିସ ଜବତ କରିଛି। ଏ ନେଇ ଭୁବନେଶ୍ଵର ଡିସିପି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking