29.1 C
Bhubaneswar
Saturday, February 7, 2026
Homeଓଡିଶାଭିଜିଲାନ୍ସ ଜାଲରେ  ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ଜାଲରେ  ଅତିରିକ୍ତ ତହସିଲଦାର

ସମ୍ବଲପୁର: ଲାଞ୍ଚ ନେଇ ଧରାପଡିଲେ ମାନେଶ୍ୱର ଅତିରିକ୍ତ ତହସିଲଦାର । ମାନେଶ୍ୱର ଅତିରିକ୍ତ ତହସିଲଦାର ଭୁବନାନନ୍ଦ ସାହଙ୍କୁ ଭିଜିଲାନ୍ସ  ଧରିଛି । ଚାଷଜମିର କିସମ ପରିବର୍ତ୍ତନ କରିବାକୁ ୬ ହଜାର  ଲାଞ୍ଚ ନେଉଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking