22.1 C
Bhubaneswar
Saturday, February 14, 2026
Homeଓଡିଶାବେଆଇନ ଗୋରୁ ବୋଝେଇ  ଗାଡି ଜବତ

ବେଆଇନ ଗୋରୁ ବୋଝେଇ  ଗାଡି ଜବତ

ଭଦ୍ରକ: ଭଦ୍ରକରେ ବେଆଇନ ଗୋରୁ ବୋଝେଇ  ଗାଡି ଜବତ ହୋଇଛି ।   ୨୮ରୁ ଅଧିକ ଗୋରୁ ଜବତ ହୋଇଛନ୍ତି ।   ବିଲମ୍ବିତ ରାତିରେ ଭତ୍ରକ  ସିଟି ଡିଏସପିଙ୍କ ନେତୃତ୍ୱରେ ଏକ ସ୍ୱକନ୍ତ୍ର ଟିମ ଚଢଉ କରି ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ କରିଛି ।   ପିକଅପ ଭ୍ୟାନକୁ ପୋଲିସ ପିଛା କରିଥିଲା ।  ଖସିଯିବାକୁ ଉଦ୍ୟମ କରୁଥିବା ବେଳେ  ଓଲଟି ପଡିଥିଲା ପିକଅପ ଭ୍ୟାନ ।   ସେଥିରୁ ୮ଟି ଗୋରୁ ଉଦ୍ଧାର ହୋଇଛନ୍ତି ।  ଏବେ ପୋଲିସ ତିନି ଜଣଙ୍କୁ ଅଟକ ରଖି ପଚରା ଉଚାରା କରି ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking