27.1 C
Bhubaneswar
Monday, December 8, 2025
Homeଓଡିଶାଓଡିଶାରେ ପହଞ୍ଚିଲେ ଗଡକାରୀ

ଓଡିଶାରେ ପହଞ୍ଚିଲେ ଗଡକାରୀ

ଭୁବନେଶ୍ୱର: ଓଡିଶାରେ ପହଞ୍ଚିଛନ୍ତି  ନୀତିନ ଗଡକାରୀ । ଭୁବନେଶ୍ୱର ବିମାନ ବନ୍ଦରରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ । ତାଙ୍କୁ ପାରମ୍ପାରିକ , ସାଂସ୍କୃତିକ ବାଦ୍ୟ ମାଧ୍ୟମରେ ଭବ୍ୟ ସ୍ୱାଗତ କରାଯାଇଛି । ଭୁବନେଶ୍ୱରରୁ ସିଧା ସଳଖ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ଯିବେ । ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ ସାମିଲ ହେବେ । ୧୯ଟି  ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ୪ ହଜାର କୋଟିରୁ  ଅଧିକ  ଟଙ୍କାର ଭେଟିଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking