22.1 C
Bhubaneswar
Sunday, February 15, 2026
Homeଓଡିଶାବିଧାୟକଙ୍କୁ ପାଠ ପଢାଇବେ ନଡ୍ଡା: ମନ୍ତ୍ରୀ

ବିଧାୟକଙ୍କୁ ପାଠ ପଢାଇବେ ନଡ୍ଡା: ମନ୍ତ୍ରୀ

ଭୁବନେଶ୍ୱର: ବିଜେପି କର୍ମଶାଳାରେ  ବିଧାୟକଙ୍କୁ ତାଲିମ ଦେବେ ଜେପି ନଡ୍ଡା । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି । ନୂଆ ବିଧାୟକଙ୍କୁ ସରକାର କେମିତି ଚାଲେ ବୁଝାଇବେ । ଅଭିଜ୍ଞ ସମ୍ପନ୍ନ ନେତାଙ୍କଠାରୁ ନବାଗତମାନେ ଶିଖିବେ । କାଲିଠୁ ଅନୁଷ୍ଠିତ ହେବ ବିଜେପିର ୨ ଦିନିଆ କର୍ମଶାଳା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking