29.1 C
Bhubaneswar
Monday, February 9, 2026
Homeଓଡିଶାକୁକୁର ଆକ୍ରମଣରେ ହରିଣ ମୃତ

କୁକୁର ଆକ୍ରମଣରେ ହରିଣ ମୃତ

ବାରିପଦା: ବୁଲାକୁକୁର ଆକ୍ରମଣରେ ହରିଣ ମୃତ । ବେତନଟୀ ରେଞ୍ଜ ଅଞ୍ଚଳର ଘଟଣା । ଆଗୁଆଡ ଗାଁକୁ ପଶି ଆସିଥିଲା ହରିଣ । ବନବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking