32.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶୱାକଫ୍ ବିଲ୍‌: ବିଜେଡିର ବିରୋଧ

ୱାକଫ୍ ବିଲ୍‌: ବିଜେଡିର ବିରୋଧ

ନୂଆଦିଲ୍ଲୀ: ଲୋକସଭା ପରେ ଆଜି ରାଜ୍ୟସଭାରେ ୱାକଫ ସଂଶୋଧନ ବିଲ୍ ଆଗତ ହୋଇଛି। ଲୋକସଭାରେ ବହୁମତରେ ଗୃହୀତ ହୋଇଥିଲା ୱାକଫ ସଂଶୋଧନ ବିଲ୍। ଏତିକି ବେଳେ ରାଜ୍ୟସଭାରେ ୱାକଫ ବିଲ୍‌କୁ ବିରୋଧ କଲା ବିଜେଡି । ଆଲୋଚନାରେ ଭାଗ ନେଇ ବିରୋଧ କଲେ ମୁନା ଖାନ । ୱାକଫ ସମ୍ପତ୍ତି ସୁରକ୍ଷା ରହିବା ନେଇ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking