29.1 C
Bhubaneswar
Monday, March 30, 2026
Homeଦେଶ ବିଦେଶଆରବିଆଇ ଜାରି କଲା ବ୍ୟାଙ୍କ୍ ଛୁଟି ତାଲିକା

ଆରବିଆଇ ଜାରି କଲା ବ୍ୟାଙ୍କ୍ ଛୁଟି ତାଲିକା

ନୂଆଦିଲ୍ଲୀ: ଏପ୍ରିଲ ମାସରେ ଆପଣ ବ୍ୟାଙ୍କ କାମ ରଖିଛନ୍ତି କି ତାହାଲେ, ଶୀଘ୍ର ସାରନ୍ତୁ ବ୍ୟାଙ୍କ୍ କାମ । କାରଣ ଏପ୍ରିଲ ମାସରେ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ୍ । ଆଉ ଆପଣ ଯଦି ବ୍ୟାଙ୍କର ଛୁଟି ଦିନ ଜାଣି ନଥିଲେ ତାହାଲେ ଆପଣଙ୍କୁ ନିରାଶ ହେବାକୁ ପଡିବ । ଆପଣ ବ୍ୟାଙ୍କ କାମ କରିବାକୁ ଘରୁ ବାହାରି ଯାଇଥିବେ ହେଲେ ବ୍ୟାଙ୍କରେ ପହଞ୍ଚିବା ପରେ ତାଲା ପଡିଥିବା ଦେଖିବାକୁ ପାଇବେ । ତେଣୁ ଏମିତି ପରିସ୍ଥିତିର ସାମ୍ନା କରିବା ପୂର୍ବରୁ ଥରେ ନଜର ପକାଇ ଆଣନ୍ତୁ ଆରବିଆଇ ଜାରି କରିଥିବା ବ୍ୟାଙ୍କ୍ ଛୁଟି ତାଲିକା ଉପରେ । ତେବେ ଆପଣ ମଧ୍ଯ ବ୍ୟାଙ୍କ ଛୁଟି ତାଲିକା ଅନଲାଇନରେ ଯାଞ୍ଚ କରିପାରିବେ । ଯଦି ଆପଣ ଘରୁ ବ୍ୟାଙ୍କ ପାଇଁ ବାହାରକୁ ଯାଆନ୍ତି, ତେବେ ତା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ବ୍ୟାଙ୍କ ଛୁଟି ତାଲିକା ଯାଞ୍ଚ କରିବା ପରେ ହିଁ ଯାଆନ୍ତୁ। ତେବେ ଆରବିଆଇର ଛୁଟି ତାଲିକା ଭିତରେ ରବିବାର ସମେତ ୨ୟ ଏବଂ ୪ର୍ଥ ଶନିବାର ବି ଆସୁଛି । ଏହା ସହ ଭିନ୍ନ ଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ପର୍ବକୁ ହିସାବ କଲେ ପ୍ରାୟ ଏମାସର ୩୦ ଦିନରରୁ ୧୬ ଦିନ ବ୍ୟାଙ୍କ ଛୁଟି ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking