32.1 C
Bhubaneswar
Tuesday, April 28, 2026
Homeଦେଶ ବିଦେଶଘରେ ସ୍ୱାମୀ ନଥିବା ବେଳେ ମହିଳାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ଘରେ ସ୍ୱାମୀ ନଥିବା ବେଳେ ମହିଳାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଶାହଜହାପୁର ଜିଲ୍ଲାରେ ମହିଳାଙ୍କ ସହ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଦୁଷ୍କର୍ମ କରିବା ପରେ ଦୁର୍ବୃତ୍ତମାନେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଛି। ଅପରାଧୀ ମହିଳାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇ ଏହି ଭିଡିଓ କରିଛି। ବର୍ତ୍ତମାନ ଏହି ମାମଲାରେ ଏଫଆଇଆର ଦାଖଲ କରିଛନ୍ତି ପୀଡ଼ିତା। ଅପରାଧୀକୁ ପୋଲିସ ଗିରଫ ମଧ୍ୟ କରିଛି। ଏଫଆଇଆର ଅନୁଯାୟୀ, ଅଭିଯୁକ୍ତ ଜଣ ସେହି ଅଞ୍ଚଳରେ ବସବାସ କରେ। ଯେତେବେଳେ ୩୫ ବର୍ଷୀୟ ମହିଳାଜଣକ ଘରେ ଏକା ଥିଲେ, ସେହି ସମୟରେ ସେ ଘରେ ପଶିଯାଇଥିଲେ। ସେ ଦୁଷ୍କର୍ମ କରିବା ସମୟରେ ଭିଡିଓ କରିଥିଲା। ଏହାପରେ ସେ ମହିଳାଙ୍କୁ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା। ଏହାପରେ ମହିଳା ଜଣକ ଚୁପ ଥିଲେ। କିନ୍ତୁ କିଛି ଦିନ ପରେ ସେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ଦେଖି ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking