34.1 C
Bhubaneswar
Thursday, March 26, 2026
Homeଓଡିଶାଏକ୍ସପ୍ରେସ ଦୁର୍ଘଟଣା: ଜଣେ ଯାତ୍ରୀ ମୃତ

ଏକ୍ସପ୍ରେସ ଦୁର୍ଘଟଣା: ଜଣେ ଯାତ୍ରୀ ମୃତ

କଟକ: କାମାକ୍ଷା ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କଲେ ଏସସିବି କର୍ତ୍ତୁପକ୍ଷ । ଏସସିବିରେ ୨ ଆହତ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ପରେ ରେଲୱେ ପକ୍ଷରୁ ହେଲ୍ପଲାଇନ ନମ୍ବର  ଜାରି ରହିଛି । କଟକ ପାଇଁ ହେଲ୍ପଲାଇନ ନମ୍ବର ୮୯୯୧୧୨୪୨୩୮ । କଟକ ହେଲ୍ପଲାଇନ ନଂ ୭୨୦୫୧୪୯୫୯୧ ।ଭୁବନେଶ୍ୱର ପାଇଁ ନଂ ୮୪୫୫୮୮୫୯୯୯ ରହିଛି ।  ଭଦ୍ରକ ପାଇଁ ୯୪୩୭୪୪ ହେଲ୍ପ ଲାଇନ ନମ୍ବର ରହିଛି । ଦୁର୍ଘଟଣାସ୍ଥଳ ପାଇଁ ନମ୍ବର ୮୯୯୧୧୨୪୨୩୮ ରହିଛି । ସେହିପରି ଖୋର୍ଦା ପାଇଁ ହେଲ୍ପ ଡେସ୍କ ନଂ ୦୬୭୪୨୪୯୨୨୪୫ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking